ରାମଚନ୍ଦ୍ର ପୁର ରୋଡ଼ ଉପରେ 4 ଫୁଟ ଉଚ୍ଚ ର ବନ୍ୟା ଜଳ

0
387

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ଗତ ଦୁଇ ଦିନ ଧରି ଲାଗିରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଗଞ୍ଜାମ ଜିଲ୍ଲାରେ ବିଶେଷ ଭାବେ ପ୍ରଭାବ ପଡିଛି l ଜିଲ୍ଲା ର ହିଞ୍ଜିଳି ଅଞ୍ଚଳର ରାମଚନ୍ଦ୍ରପୁର ନିକଟରେ ଥିବା 59 ଜାତୀୟ ରାଜପଥ ଉପରେ 4 ଫୁଟ ଉଚ୍ଚ ବର୍ଷା ଜଳ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି l 59ଜାତୀୟ ରାଜପଥ ବର୍ଷା ଜଳ ପ୍ରବାହିତ ଫଳ ରେ ଆସିକା ବ୍ରହ୍ମପୁର ର ଏକମାତ୍ର ଯାତାୟାତପଥ ହୋଇଥିବା ହେତୁ ଗାଡି ଚଳାଚଳ ଏକପ୍ରକାର ବାଧାପ୍ରାପ୍ତ ହୋଇଛି l ଲଗାଣ ବର୍ଷା ରେ ଅନେକ ଚାଷଜମି ନଷ୍ଟ ମଧ୍ୟ ହୋଇଛି l ସେପଟେ ଘୋଡା ହାଡ଼ ନଦୀ ର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଏବେ ଆତଙ୍କିତ ଅବସ୍ଥା ରେ ନଦୀ ତଳିଆ ଅଂଚଳ ବାସୀ

LEAVE A REPLY

Please enter your comment!
Please enter your name here