ହିଞ୍ଜିଳିକାଟୁ ରେ କୋଭିଡ଼ ସଚେତନତା ରାଲି

0
327

ହିଂଜିଲିକାଟୁ(ହିମାଂଶୁ ବେହେରା)ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ହିଞ୍ଜିଳିକାଟୁ ବ୍ଲକ ରେ କୋଭିଡ଼ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି l ଏହି ରାଲି ବ୍ଲକ କାର୍ଯ୍ୟାଳୟ ରୁ ବାହାରି ବିଜୁ ପଟ୍ଟନାୟକ ଛକ, ପରିବା ବଜାର ରେ ବ୍ୟବସାୟ ଓ ଜନସାଧାରଣ କୋଭିଡ଼ ସଚେତନତା କରିଥିଲେ l ସାମାଜିକ ଦୂରତା ସହିତ ମାସ୍କ ପରିଧାନ କରିବା ପାଇଁ କହିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଡିଓ ପ୍ରଶନ୍ନ କୁମାର ପାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ ମନୋରଞ୍ଜନ ସାହୁ, ଥାନା ଅଧିକାରୀ ଅଭିମନ୍ୟୁ ଦାସ, ଙ୍କ ସମେତ ବ୍ଲକ କର୍ମଚାରୀ, ବିଜେଡି କର୍ମୀ ମାନେ ଅଂଶ ଗ୍ରହଣ କରିଥିଲେ l ସେହିଭଳି ବୃନ୍ଦାବନ ବିଦ୍ୟାପିଠ ର ସ୍କାଉଡ଼ ଓ ଗାଇଡ଼ ପକ୍ଷ ରୁ ସଚେତନତା ମଧ୍ୟ କରାଯାଇଥିଲା

LEAVE A REPLY

Please enter your comment!
Please enter your name here