ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଙ୍କ ନେତୃତ୍ୱରେ ମାସ୍କ ଓ ସାନିଟାରୀ ନାପିକିନି ବଣ୍ଟନ

0
516

ଜଗନ୍ନାଥପ୍ରସାଦ(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଜଗନ୍ନାଥପ୍ରସାଦ ବ୍ଲକ ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ଙ୍କର ସହାୟତା ରେ ରାଣୀଭୁମି, ଲେପା, ଜିରାବାଡ଼ି ଆଦି ଗ୍ରାମବାସୀ ମାନଙ୍କୁ ସଚେତନ କରିବା ସହ ମାସ୍କ ଓ ସାନିଟାରୀ ନାପକିନି ବଣ୍ଟନ କରାଯାଇଛି। ଏହି କାର୍ଯକ୍ରମ ରେ ଏସ.ଆଇ ରଞ୍ଜିତ ତ୍ରିପାଠୀ, ଏସ.ଆଇ ଶ୍ରୀଧର ଗୌଡ଼, ଏ.ଏସ. ଆଇ ହେମଲତା ବେହେରା, ଦିପାଲି ମହାନ୍ତି, (ଓଏପିଫ )ଜେମସ ରାଇକା, ସରପଞ୍ଚ ପ୍ରତିନିଧି ଉପେନ୍ଦ୍ର ବେହେରା, ଅକ୍ଷୟ ଦଳବେହେରା, ହାଡୁ ବନ୍ଧୁ ଦାସ, ଅଙ୍ଗନବାଡିଦିଦି, ଆଶାଦିଦି ଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here