ବହୁମୁଖି ସଙ୍ଘ ତରଫରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟୟଙ୍କ ଜନ୍ମଦିନ ପାଳନ

0
298

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ସ୍ଥାନୀୟ କୋର୍ଟପେଟା ଛକ ଜଗନ୍ନାଥ ମନ୍ଦିର ସମୁର୍ଖରେ ସର୍ଦ୍ଧାର ବଲ୍ଲଭ ଭାଈ ପଟେଲ ବହୁମୁଖି ସଙ୍ଘ ତରଫରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟୟଙ୍କ ଜନ୍ମଦିନ ପାଳନ କରାଯାଇଥିଲା। ଏକାତ୍ମବାଦ ରେ ସେ ବିଶ୍ୱାସ କରୁଥିଲେ। ସେ କଥା କୁ ନେଇ ଭାରତୀୟ ଜନତା ପାର୍ଟି ପ୍ରଚାର ଓ କାମରେ ଲଗାଇ ସରକାର ଆସିଛି। ପଣ୍ଡିତ ଜଣେ ସାହିତ୍ୟିକ, କବି, ଓ ସମାଜସେବୀ, ଏବଂ ଗରିବ ଥିଲେ, ଏହି କାର୍ଯ୍ୟକ୍ରମ ରେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ବହୁମୁଖି ସଙ୍ଘର ସଭାପତି ରାମ କୁମାର ପାତ୍ର,ଅଶୋକ ନିମାଇଁ, ସନ୍ତୋଷ ସାବତ, କେଶବ ଚନ୍ଦ୍ର ପାଢ଼ୀ, ସିମା ପାତ୍ର, ମହେଶ୍ୱର ପାଣି ସନ୍ଦେଶ ଦାସ, ସିମାଞ୍ଚଳ ପଣ୍ଡା କାଳିଆ ପଣ୍ଡା ଙ୍କ ସମେତ ସଂଘ ର ବହୁ କର୍ମକର୍ତ୍ତା ଉପସ୍ଥିତ ଥିବା ବେଳେ ସାମାଜିକ ଦୂରତା ରଖି ଏପରି କାର୍ଯ୍ୟକ୍ରମ କରାଯାଇଥିଲ।

LEAVE A REPLY

Please enter your comment!
Please enter your name here