ଜୁଆ ଆଡାରେ ଚଢ଼ାଉ ; ୫ ଗିରଫ

0
456

ଭଞ୍ଜନଗର/ ଗାଙ୍ଗପୁର ( ନିଲୁ ବିଷୋୟୀ)ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କେ.ନୂଆଗଡ଼ ଠାରେ ଚାଲିଥିବା ଏକ ଜୁଆ ଆଡା ଉପରେ କୌଣସି ସୂତ୍ରରୁ ଖବର ପାଇ ଗାଙ୍ଗପୁର ପୋଲିସ ଅତର୍କିତ ଭାବେ ଚଢ଼ାଉ କରି ୫ ଜଣ ଜୁଆଡ଼ି ଙ୍କୁ ଗିରଫ କରିଛି। ଏଥି ସହିତ ସେମାନଙ୍କ ଠାରୁ ନଗଦ ୧୦୧୦୦ ଟଙ୍କା ଓ ଗୋଟିଏ ମୋବାଇଲ ଜବତ କରାଯାଇଛି।

LEAVE A REPLY

Please enter your comment!
Please enter your name here