ନିରଞ୍ଜନ ଦାସ ବାଲିପଦର ଫାଣ୍ଡିର ନୂତନ ପୋଲିସ ଅଧିକାରୀ

0
747

ବୁଗୁଡା(ଅନିଲ କୁମାର ମହାରଣା)ବୁଗୁଡା ଥାନା ବାଲିପଦର ଫାଣ୍ଡିର ନୂତନ ପୋଲିସ ଅଧିକାରୀ ଭାବେ ନିରଞ୍ଜନ ଦାସ ଯୋଗଦେଇଥିବା ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।ବାଲିପଦର ଫାଣ୍ଡିର ପୂର୍ବତନ ଅଧିକାରୀ ଭଗବାନ ପୂଜାରୀଙ୍କ ସୁନ୍ଦରଗଡ଼ ଜିଲ୍ଲାକୁ ବଦଳି ହୋଇଥିବା ବେଳେ ସେହି ପଦବୀରେ ନିରଞ୍ଜନ ଦାସ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here