ବ୍ରହ୍ମପୁର ଚାରି ଦିନ ପାଇଁ ସଟଡାଉନ

0
324

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ)ବ୍ରହ୍ମପୁର ସହରକୁ ଚାରି ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୂତା କୂଲାଙ୍ଗେ। ଆସନ୍ତା ୨୭ ତାରିଖ ଶନିବାର ଠାରୁ ୩୦ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କଲେ ଗଞ୍ଜାମ ଜିଲ୍ଲା ପାଳ । ମେଡିକାଲ ସପ ଓ ଖିର ବିତରଣ କୁ ବାଦ ଦେଲେ ସବୁକିଛି ସହରରେ ବନ୍ଦ ରହିବ। ସେହି ଚାରି ଦିନ ବ୍ରହ୍ମପୁର ସହରରେ ହେଲଥ ସ୍କ୍ରୀନିଂ କାର୍ଯ୍ଯକ୍ରମ ହାତକୁ ନିଆଯାଇଥିବା ବେଳେ ୭୦ ଟି ମେଡିକାଲ ଟିମ ଗଠନ ହୋଇଥିବା ସୁଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

LEAVE A REPLY

Please enter your comment!
Please enter your name here