କଂଗ୍ରେସ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

0
1326

ଭଞ୍ଜନଗର (ନିଲୁ ବିଶୋଇ) ଆଜି କଂଗ୍ରେସ ଦଳ ତରଫରୁ ଯୁବ କଂଗ୍ରେସ ନେତା ପ୍ରଶାନ୍ତ କୁମାର ବିଷୋୟୀ ଓ ଦେବୀ ବିଷୋୟୀ ଏବଂ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ରେ କଂଗ୍ରେସ ଉଲ୍ଲେଖ କରିଛି ଯେ ଭଞ୍ଜନଗରରେ ସରକାରୀ ଦଳର ଗୁଣ ରାଜ ଏବଂ ସରକାରୀ ଅଫିସର ମାନେ ସାଧାରଣ ଲୋକଙ୍କ ଠାରୁ ମନ ଇଚ୍ଛା ସଟ ଡାଉନ ଆଳରେ ଫାଇନ ଆଦାୟ କରୁଛନ୍ତି। ଯଦି ଏହା ବନ୍ଦ ନହୁଏ ତେବେ କଂଗ୍ରେସ ଦଳ ଆଗାମୀ ଦିନରେ ରାଜ ରାସ୍ତା କୁ ଓଲାଇବାକୁ ବାଧ୍ୟ୍ୟ ହେବ।

LEAVE A REPLY

Please enter your comment!
Please enter your name here