ଜୁଆ ଅଡ୍ଡା ଉପରେ ଚଢ଼ାଉ; ୧୪ ଜୁଆଡି ଗିରଫ

0
334

ଭଞ୍ଜନଗର / ଗାଙ୍ଗପୁର (ନିଲୁ ବିଶୋଇ) କୋରନା କଟକଣା ଲାଗୁ ସ୍ୱତେ ଗାଙ୍ଗପୁର ପୋଲିସ ଇଲାକର ମୁନିଗାଡି ଓ କେନ୍ଧୁପଦର ଠାରେ ଚାଲି ଥିବା ୨ଟି ଜୁଆ ଆଡା ଉପରେ ଗାଙ୍ଗପୁର ପୋଲିସ ଚଢ଼ାଉ କରି ୧୪ଜଣ ଜୁଆଡି ଙ୍କୁ ଗିରଫ କରିଛି। ଏଥି ସହ ସେମାନଙ୍କ ଠାରୁ ନଗଦ ୧୯୯୯୦ ଟଙ୍କା ଜବତ କରିଛି

LEAVE A REPLY

Please enter your comment!
Please enter your name here