କଳିଙ୍ଗାଘାଟିରେ ପୁଣି ଦୁର୍ଘଟଣା

0
925

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ) ଗଞ୍ଜାମ – କନ୍ଧମାଳ ସୀମାନ୍ତ କଳିଙ୍ଗାଘାଟି ରେ ପୁଣି ଏକ ବସ ଓ ଟ୍ରକ ମଧ୍ୟରେ ଭୀଷଣ ଧକା ହୋଇଛି। ଦୁର୍ଘଟଣାଗ୍ରସ୍ତ ବସଟିର ନାମ ବଡ଼ପଣ୍ଡା । ମିଳିଥିବା ସୂଚନା ମୁତାବକ ବସଟି ବ୍ରହ୍ମପୁର ରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ବେଳେ ଗତକାଲି ମଧ୍ୟ ରାତ୍ରିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣା ୫ଜଣ ଲୋକ ଆହତ ହୋଇଛନ୍ତି। ଆହତ ଲୋକ ମାନଙ୍କୁ ଭଞ୍ଜନଗର ଉପଖଣ୍ଡ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି

LEAVE A REPLY

Please enter your comment!
Please enter your name here