ଏକ୍ସ କର୍ପୋରେଟରଙ୍କ ମହତ କାର୍ଯ୍ୟ

0
350

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ବିଶ୍ୱରେ କରୋନା ଭୁତାଣୁ ସମସ୍ତଙ୍କୁ ଆତଙ୍କିତ କରିଛି । କରୋନା ସଂକ୍ରମଣ ଓ ମୃତ୍ୟୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆମ ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଡ଼ି ବଡ଼ି ଚାଲିଛି । ଗୋଟେ ପଟେ ଲୋକେ କରୋନାରେ ଭୟଭୀତ ହୋଇଥିବା ବେଳେ ଅନ୍ୟ ପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ଭୟକୁ ବେଖାତିର କରି ଧନୀ ଗରିବ ଭେଦ ଭାବ କୁ ଆଡେଇ ଦେଇ ଲୋକ ମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ୱର୍ଡ ନ ୩୧ ର ଏକ୍ସ କର୍ପୋରେଟର ସୁରେନ୍ଦ୍ର ମହାରଣା ବହୁତ ବୁଲା ବିକାଳୀ ଏବଂ ଭିକାରି ମାନଙ୍କୁ ମାସ୍କ ବଣ୍ଟ ନ କରିବା ସଙ୍ଗେ ସଙ୍ଗେ ପ୍ରଚଣ୍ଡ ଖରା ଲାଗି ସେମାନଙ୍କୁ ନିଜ ହାତରେ ଥଣ୍ଡା ପାନୀୟ ପିଆଇ ଦେଉଥିବା ଦେଖିବାକୁ ମିଳିଥିଲା

LEAVE A REPLY

Please enter your comment!
Please enter your name here