ଜାମଗୋରଡ଼ା ସଂଘରୋଧ କେନ୍ଦ୍ରରୁ ବିଦାୟ ନେଲେ ୯୨ଜଣ ପ୍ରବାସୀ ଓଡ଼ିଆ

0
335

ଜଗନ୍ନାଥ ପ୍ରସାଦ(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): ଗଂଜାମ ଜିଲ୍ଲା ଜଗନ୍ନାଥପ୍ରଶାଦ ବ୍ଳକ ଅନ୍ତର୍ଗତ ଜାମଗେରେଡା ଆଦର୍ଶ ବିଦ୍ୟାଳୟରେ ଥିବା ୯୨ ଜଣ ପ୍ରବାସୀ ଅନ୍ତେବାସୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ବିଡ଼ିଓ ସୁରେଶ ଚନ୍ଦ୍ର ପଣ୍ଡା ଙ୍କ ତତ୍ୱବୋଧନରେ ସରପଂଚ ଗାୟତ୍ରୀ ନାୟକ ,ଶ୍ୟାମଘନ ପ୍ରଧାନ , ରମେଶ ଚନ୍ଦ୍ର ଲେଙ୍କା(jE),ସଞ୍ଜୟ କେଶରୀ ରାୟ(GRS),ନାରାୟଣ ସାହୁ(peo) , ଅତିରିକ୍ତ ତହସିଲଦାର ବୈରିଆଲ ମୁର୍ମୁ ଉପସ୍ଥିତ ରହି ପ୍ରବାସୀ ଓଡ଼ିଆ ମାନକୁ ପୁଷ୍ପମାଲ୍ୟ ଓ ପ୍ରମାଣ ପତ୍ର ଦେଇ ବସ ଯୋଗେ ନିଜ ନିଜର ଗ୍ରାମକୁ ପଠାଇଥିଲେ। ଗଲା ବେଳେ ପ୍ରବାସୀ ଓଡିଆମାନେ ସରପଞ୍ଚ ଙ୍କ ଦ୍ଵାରା ଦିଆ ଯାଇଛିଥିବା ସେବା ସବୁ ଦିନ ପାଇଁ ତାଙ୍କରି ମନେ ରହିବ ବୋଲି କହି ଖୁସି ମନରେ ସଂଘରୋଧ ରୁ ବିଦାୟ ଦେଇଛନ୍ତି

LEAVE A REPLY

Please enter your comment!
Please enter your name here