ବିଜେପି ପକ୍ଷରୁ ଗରିବ ଅସହାୟ ଲୋକ ମାନଙ୍କୁ ରାଶନ ସାମଗ୍ରୀ ବଣ୍ଟନ

0
312

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ)କୋରନା ପାଇଁ ସରକାର ସାରା ଦେଶରେ ଲକ୍ ଡାଉନ ଘୋଷଣା କରିଛନ୍ତି। ଫଳରେ ଏଭଳି ସ୍ଥିତିରେ ଗରିବ ଅସହାୟ ଲୋକ ମାନେ ବହୁ ମାତ୍ରାରେ ପ୍ରଭାବିତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଜିଲୁଣ୍ଡି ଗ୍ରାମରେ ଗରିବ ଅସହାୟ ଲୋକ ମାନଙ୍କୁ ମାଗଣାରେ ଚାଉଳ,ଡାଲି, ଚୁଡା, ଚିନି ଓ ସାବୁନ ବଣ୍ଟନ କରାଯାଇଛି। ଏଥିରେ ଜିଲୁଣ୍ଡି ଗ୍ରାମ ପଂଚାୟତ ର ଓକିଲ ଆଶିଷ କୁମାର ପ୍ରଧାନ, ପ୍ରଶାନ୍ତ ପଣ୍ଡା,ଶଙ୍କର ପ୍ରଧାନ,ସନ୍ତୋଷ ପ୍ରଧାନ,ହେମନ୍ତ ପଣ୍ଡା,ଅରୁଣ ମିଶ୍ର ଏବଂ ଏକାଧିକ ବିଜେପି କର୍ମୀ ଯୋଗୋ ଦେଇଥିଲେ।

LEAVE A REPLY

Please enter your comment!
Please enter your name here