ବଜ୍ରପାତରେ ଯୁବକ ସମେତ ଗାଈ ଓ ବାଛୁରୀ ମୃତ୍ୟୁ

0
504

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ତାରସିଂ ଥାନା ଅନ୍ତର୍ଗତ ତୋଲଣ୍ଡି ଗ୍ରାମର ଲକ୍ଷଣ ବେହେରା (୨୮) ଆଜି ସନ୍ଧ୍ୟା ୬ଟା ସମୟରେ ଘର ବାହାରେ ଥିବା ଗୁହାଳ ରେ ଗାଈ ବାନ୍ଧୁଥିବା ବେଳେ ହାଠାତ୍ ଜୋରରେ ମେଘ ପବନ ସହ ବଜ୍ରାଘାତ ଘଟିବାରୁ ସେ ଧରି ଥିବା ଗାଈ ଓ ଛୁଆ ବାଛୁରୀ ଉଭୟଙ୍କର ବଜ୍ରପାତ ମୃତ୍ୟୁ ଘଟିଥିଲା। ହେଲେ ସେହି ବଜ୍ରପାତରେ ଲକ୍ଷଣ ଙ୍କ ଅବସ୍ଥା ଗୁରୁତର ହୋଇ ପଡିବାରୁ ତାଙ୍କୁ ତୁରନ୍ତ ଭଞ୍ଜନଗର ଉପଖଣ୍ଡ ମେଡିକାଲ କୁ ଆଣିବା ପରେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here