ସାନ୍ଦ୍ୟ ଭ୍ରମଣରେ ଯାଉଥିବା ବେଳେ ଦୁର୍ଘଟଣା ଜଣେ ଗୁରୁତର

0
667

ଆସିକା(ଜଗନ୍ନାଥ ସାହୁ) ଆସିକା ଥାନା ଅନ୍ତର୍ଗତ କେ. ନୁଆଁପଲ୍ଲୀ ଛକଠାରେ ଦୁର୍ଘଟଣା।ବ୍ରହ୍ମପୁରରୁ ଭଞ୍ଜନଗର ଯାଉଥିବା ସମୟରେ ଏକ କାର OD02 BE8243 ସାନ୍ଦ୍ୟ ଭ୍ରମଣ ରେ ଯାଉଥିବା କର୍ପୁର ନୁଆଁ ଗାଁର ବିଷ୍ଣୁ ବେହେରା ବୟସ
ଆନୁମାନିକ 52 ଧକ୍କା ଦେଇଥିଲା। ଫଳରେ ଗୁରୁତର ଭାବରେ ଆସିକା ଅଗ୍ନିଶମ ବାହିନୀ ତାଙ୍କୁ ପ୍ରଥମେ ଆସିକା ମେଡିକାଲ କୁ ଆଣିଥିଲେ ।ତାଙ୍କର ଅଵସ୍ଥା ଅଧିକ ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକେଲ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here