ଆଦସ୍ ବାଣିଜ୍ୟ ସଂଘ ପକ୍ଷରୁ ସହାୟତା

0
410

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):କୋରନା ମୁକାବିଲା ପାଇଁ ସାରା ଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି। ଫଳରେ ଗରିବ ଓ ଅସହାୟ ଲୋକ ମାନେ ବହୁ ମାତ୍ରାରେ ପ୍ରଭାବିତ ହେଉଥିବା ଦେଖାଯାଉଛି। ଫଳରେ ଏଭଳି ସ୍ଥିତିରେ ସେମାନଙ୍କୁ ସାହାଯ୍ୟ କରିବାକୁ ଅନେକ ଅନୁଷ୍ଠାନ, ବଦାନ୍ୟ ବ୍ୟକ୍ତି, ବିଭିନ୍ନ ସଂଘଠନ ଆଗେଇ ଆସିଛନ୍ତି। ଏହି କର୍ମରେ ଭଂଜନଗର ଆଦସ୍ ବାଣିଜ୍ୟ ସଘଂ ତରଫରୁ ଭଞ୍ଜନଗର ସହରରେ ଲକ୍ ଡାଉନ ପାଇଁ ଫଶି ରହିଥିବା ଅନ୍ୟ ରାଜ୍ୟ ର ଲୋକଙ୍କୁ ରେସନ ସାମଗ୍ରୀ ଯୋଗାଇ ଦେବା ପାଇଁ ସ୍ଥାନୀୟ ଏନ୍ ଏ ସି କୁ ବାଣିଜ୍ୟ ସଘଂ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି। ସଂଘ ର ଏହି ମହତ୍ତ୍ଵ ଉଦ୍ଦେଶ୍ୟ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here