ଭଞ୍ଜନଗରରେ ଗୁଟଖାର ଅବାଧ ବିକ୍ରି

0
450

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):କୋରନା ପାଇଁ ରାଜ୍ୟ ସରକାର ବର୍ତ୍ତମାନ ପରିସ୍ଥିତି ରେ ଗୁଟଖା ବିକ୍ରି ଉପରେ କଟକଣା ଜାରି କରିଛନ୍ତି। କିନ୍ତୁ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଏହା ଅବାଧ ଓ ଚଢା ଦାମରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ବିଭିନ୍ନ ଦୋକାନରେ ଏହା ଲୁକାଛପା ବିକ୍ରି ହେଉଥିବା ବେଳେ ଖଇନି ପ୍ୟାକେଟ ପିଛା ୨୦ ରୁ ୨୫ ଟଙ୍କା ରେ ବିକ୍ରି ହେଉଥିବା ନଜରକୁ ଆସୁଛି ?। ତେବେ ଏ ଦିଗରେ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here