ପଶୁ ପ୍ରେମୀ କନେଷ୍ଟବଳଙ୍କ ନିଆରା କାର୍ଯ୍ୟ

0
385

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା/ଉମା ଶଙ୍କର ପାଣିଗ୍ରାହୀ):ଏ ହେଉଛନ୍ତି ଦିଗପହଣ୍ଡି ଥାନାର ଓଏପିଏଫ କନଷ୍ଟେବଲ ମାଧବ ନାୟକ । ଲକ ଡାଉନ ସମୟରେ ସେ ସମାଜର ଜନ ସାଧାରଣଙ୍କୁ ସୁରକ୍ଷା ଦେବା ଲାଗି ପ୍ରବଳ ଗ୍ରୀଷ୍ମପ୍ରବାହରେ ମଧ୍ୟ ସେ ପୁଞ୍ଜିକୟା ଛକ ରେ କାର୍ଯ୍ୟ କରୁଛନ୍ତି। ଏହି ସମୟରେ ସେ ବୁଲା ଗାଈ ଗୋରୁ ଅନ୍ୟ ଯନ୍ତୁ ମାନଙ୍କ ତୁଷାର୍ତ୍ତ ମେଣ୍ଟାଇବା ପାଇଁ ନିଜେ ନଲକୁଅରୁ ପାଣି ଆଣି ଡଙ୍ଗାରେ ପକାଉଥିବା ଦେଖିବାକୁ ମିଳିଛି। ତାଙ୍କରି ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା ମିଳିଛି।

LEAVE A REPLY

Please enter your comment!
Please enter your name here