ବେଗୁନିଆପଡା ଠାରେ ଅଗ୍ନିଶମ ବାହିନୀ ପକ୍ଷରୁ ବିଶୋଧନ

0
365

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା): ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶୋଧନ ପ୍ରକ୍ରିୟା ଜାରିରହିଥିଲା ବେଳେ ଆଜି ବେଗୁନିଆପଡା ଠାରେ କୋଦଳା ଅଗ୍ନିଶମ ବାହିନୀ ପକ୍ଷରୁ ବଜାରର ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି ବେଗୁନିଆପଡାର ବଜାର, ପରିବା ମାର୍କେଟ, ମର୍ଦ୍ଦକୋଟ ଛକ, ବ୍ଲକ ଛକ, ପୋଲିସ ଫାଣ୍ଡି, ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ଗ୍ରାମର କେତେକ ସାହି ସମେତ ଅନ୍ୟାନ୍ୟ ସ୍ଥାନରେ ବିଶୋଧନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବେଗୁନିଆପଡା ସରପଞ୍ଚ ଅରୁଣ କୁମାର ମାଝୀ ସମେତ ଅନ୍ୟମାନେ ସହଯୋଗ କରିଥିଲେ l 

LEAVE A REPLY

Please enter your comment!
Please enter your name here