ୱାର୍ଡ ନମ୍ୱର୍-୨୫ ରେ ବ୍ରହ୍ମପୁର ମହାନଗର ନିଗମ ଦ୍ବାରା ପ୍ରତେକ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

0
339

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ୱାର୍ଡ ନମ୍ୱର୍-୨୫, ଗୋଷାଣୀନୁଆଗାଁ ନିକଟସ୍ଥ ଚଣ୍ଡୀ ମନ୍ଦିର ପାଗଣରେ ବ୍ରହ୍ମପୁର ମହାନଗର ନିଗମ ଦ୍ବାରା ପ୍ରତେକ ହିତାଧିକାରୀଙ୍କୁ ୫୦୦ ଟଙ୍କା ହିସାବରେ ୪ ମାସର ୨୦୦୦ ଟଙ୍କା ଭତ୍ତା ପ୍ରଦାନ ବେଳେ ମହାନଗର ନିଗମର Tax collector ଦାଶରଥି ନାୟକ, CO କବିତା କୁମାରୀ ପାତ୍ର, AE ତପନ କୁମାର ରୟେ ଙ୍କ ସମେତ ସ୍ବେଚ୍ଛାସେବୀ ରବୀନ୍ଦ୍ର କୁମାର ସାହୁ, ସୁନୀତା କୁମାରୀ ପଣ୍ଡା, ସବିତା ଶତପଥୀ, ପ୍ରମିତା ପାତ୍ର ଏବଂ ଝରଣା ନାହୋକ ଉପସ୍ଥିତ ରହି ସୁଙ୍ଖଳିତ ସହ କାର୍ଯ୍ୟ ସମ୍ପାଦନ କରିଥିଲେ । ୱାର୍ଡ ନମ୍ୱର୍ ୨୫ ର ସ୍ବେଚ୍ଛାସେବୀ ରବୀନ୍ଦ୍ର କୁମାର ସାହୁ ହିତାଧିକାରୀଙ୍କୁ କରୋନା ସଂକ୍ରମଣ ବିଷୟରେ ସଚେତନତା କରିବା ସହ ସାମାଜିକ ଦୂରତା ବଜାୟ ରଖିବା ଓ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଅନୁରାଧା କରିଥିଲେ ।

LEAVE A REPLY

Please enter your comment!
Please enter your name here