ମନ୍ତ୍ରୀ ବିକ୍ରମ କେଶରୀଙ୍କ ଦ୍ୱାରା ଭୁମି ପୂଜନ ବଜାରଗୃହ ଉଦଘାଟନ

0
525

କବିସୂର୍ଯ୍ୟନଗର (ନ୍ୟୁଜଏକ୍ସଟ୍ରା ବ୍ୟୁର) : କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବୁଢ଼ାମ୍ବ ଠାରେ ଓଡ଼ିଶାର ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୁଢ଼ାମ୍ବ ଠାରୁ ବାଲିପଦର ଦୁଇ ଥାକିଆ ରାସ୍ତାର ପ୍ରଶସ୍ତିକରଣ ଏବଂ ସଶକ୍ତିକରଣ ର ଭୁମି ପୂଜନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଆଠଗଡ ପାଟଣା ଗ୍ରାମପଞ୍ଚାୟତ ବଜାରଗୃହକୁ ଉଦଘାଟନ କରିଛନ୍ତି। ବିଧାୟିକା କବିସୂର୍ଯ୍ୟନଗର ଓ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇଛନ୍ତି।ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବୁଢ଼ାମ୍ବ ପଞ୍ଚାୟତ ର ସମସ୍ତ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here