ବିଦ୍ୟାଳୟ ରେ ତାଲା ପକାଇଲେ ଅଭି ଦ୍ଭାବକ ଓ ଜନପ୍ରତିନିଧି

0
610

ବେଗୁନିଆପଡ଼ା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କନ୍ୟାରିବାଡି ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସୀମାଞ୍ଚଳ ଭୁକ୍ତ। ନାମକ ଜଣେ ଶିକ୍ଷକ ଙ୍କ ଅନ୍ୟତ୍ର ଡେପୁଟିସନ କୁ ନେଇ ଆଜି ଗ୍ରାମବାସୀ ଏବଂ ସମସ୍ତ ଅଭିଭାବକ ମାନେ ବିଦ୍ୟାଳୟ ଫାଟକ ସମ୍ମୁଖ ନିକଟରେ ଧାରଣା ରେ ବସିଛନ୍ତି । ଘଟଣା ସ୍ଥଳ ରେ ବ୍ଲକ ଶିକ୍ଷା ଅଧିକାରୀ କମଳ କାନ୍ତ ସାହୁ ଆସି ଅଭିଭାବକ ମାନଙ୍କୁ ବୁଝା ଶୁଝା କରୁଛନ୍ତି । ଖବର ଲେଖା ସୁଦ୍ଧା ଧାରଣା ରେ ଅଭିଭାବକ ମାନେ ବସିଥିଲେ । ଏଥିରେ ସରପଞ୍ଚ ଶ୍ରୀମତୀ କସ୍ତୁରୀ ପରିଡା, ସମିତି ସଭ୍ଯ ବିନାୟକ ନାୟକ, ଗ୍ରାମ୍ୟ କମିଟି ସଭାପତି ସଦାଶିବ ମହାନ୍ତି ପ୍ରମୂଖ ଧାରଣା ର ନେତୃତ୍ବ ନେଇଥିଲେ ।

LEAVE A REPLY

Please enter your comment!
Please enter your name here