ଆୟାନି ଡାନ୍ସ ଏକାଡେମୀ ତରଫରୁ ସବୁଜ ଦିବସ ପାଳନ

0
224

ବ୍ରହ୍ମପୁର:ଆୟାନି ଡାନ୍ସ ଏକାଡେମୀ ତରଫରୁ ଜୟପ୍ରକାଶ ନଗର ସ୍ଥିତ ରେନ ବୋ ପ୍ଲେ ସ୍କୁଲ୍ ପରିସରରେ ସବୁଜ ଦିବସ ପାଳନ ଅବସରରେ ବୃକ୍ଷ ରୋପଣ କରାଯାଇଥିଲା । ଏହି ଅବସରର କର୍ପୋରେଟର ମଳୟ ବିଶୋଇ, ସୁରେନ୍ଦ୍ର ମହାରଣା, ବରିଷ୍ଠ ସାମ୍ବାଦିକ ଶକ୍ତିଧର୍ ରାଜଗୁରୁ ଓ ସୁଦୀପ ସାହୁ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ। ନିର୍ଦ୍ଦେଶିକା ଅସ୍ମିତା କୁମାରୀ ମହାନ୍ତି, ବଣ୍ଟି ସାହୁ ଙ୍କ ସମେତ ବହୁ କୁନି କୁନି ଛାତ୍ର ଛାତ୍ରୀ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here