କୋଦଳା ୧୧ ନମ୍ବର ୱାର୍ଡରେ ସ୍ଵାଧୀନ ପ୍ରାର୍ଥୀ ଭଗବାନ ପାଢ଼ୀଙ୍କ ଜୋରଦାର ପ୍ରଚାର

0
307

ବେଗୁନିଆପଡା: କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ ନମ୍ବର ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ଭଗବାନ ପାଢ଼ୀ(ମିଟୁ)ଙ୍କ ଜୋରଦାର ପ୍ରଚାର ଦେଖିବାକୁ ମିଳିଛି । ୱାର୍ଡର ବହୁ ଲୋକ ଏକତ୍ରିତ ହୋଇ ଭଗବାନ ପାଢ଼ୀ(ମିଟୁ)ଙ୍କ ପାଇଁ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ । ସମସ୍ତେ ଲୋକମାନଙ୍କ ସହ ଆଲୋଚନା କରିବା ସହ ଭଗବାନ ପାଢ଼ୀଙ୍କ ସପକ୍ଷରେ ଭୋଟ ପାଇଁ ଅନୁରୋଧ କରିଥିଲେ।

LEAVE A REPLY

Please enter your comment!
Please enter your name here