ବାଲୁକା ଶିଳ୍ପୀ ସତ୍ୟଙ୍କ କରୋନା ସଚେତନତା ବାର୍ତ୍ତା

0
227

ଵ୍ରହ୍ମପୁର:ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ତାଙ୍କ କଳାକୃତି ମାଧ୍ୟମରେ କୋଭିଡ ନିୟମ କୁ ପାଳନ କରିବା ନିଜକୁ ପରିବାରର କୁ ସଂକ୍ରମଣ ରୁ ରକ୍ଷା କରିବା ନିମନ୍ତେ ଏକ ବାଲୁକା କଳା ମାଧ୍ୟମ ରେ ସଚେତନ ର ବାର୍ତ୍ତା ପ୍ରଦାନ କରିଛନ୍ତି।ଗୋପାଳପୁର ବେଳାଭୂମି ପରିସରରେ ବାଲୁକା ଶିଳ୍ପ ଜରିଆରେ ଏହି ବାର୍ତ୍ତା ପ୍ରଦାନ କରି ଜନସାଧାରଣଙ୍କୁ ସଚେତନ କରି କୋଭିଡ ସଂକ୍ରମଣ ଠାରୁ ଦୂରେଇ ରହିବା ଉପରେ ଅତି ସୁନ୍ଦର ଭାବରେ ପ୍ରଦର୍ଶନ କରିଥିଲେ। କଳା କୁ
ଦେଖି ପର୍ଯ୍ୟଟକ ମାନେ ଉତ୍ସାହିତ ହେଇ ଭୂରି ଭୂରି ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here