ଜିଲ୍ଲାପାଳଙ୍କ କେ ବରିଡା ସ୍ଥିତ ପାର୍କ ପରିଦର୍ଶନ

0
356

ବେଗୁନିଆପଡା(୨୭.୧୦.୨୦୨୧) ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ବେଗୁନିଆପଡା ବ୍ଲକ କେ ବରିଡା ପଞ୍ଚାୟତ ଗ୍ରସ୍ତ କରିଛନ୍ତି । ଅମରେଶ୍ୱର ମନ୍ଦିର ପରିସରରେ ଥିବା ପାର୍କ ବୁଲି ଦେଖିବା ସହ ସୌନ୍ଦର୍ଯ୍ୟ ଦେଖି ବହୁତ ଖୁସି ବ୍ୟକ୍ତ କରିଥିଲେ । ଏହି ଅବସରରେ ବିଡ଼ିଓ ବେଦବର ପ୍ରଧାନ,ଯନ୍ତ୍ରୀ ପ୍ରଦୀପ କୁମାର ପରିଡା , ବିଇଓ କମଳାକାନ୍ତ ସାହୁ, ସ୍ଥାନୀୟ ସରପଞ୍ଚ ଚିତ୍ରସେନ ନାୟକ, ବ୍ଲକ ସଭାପତି ବିଜୟ କୁମାର ଦୋରାଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ l ପରିଦର୍ଶନ ପରେ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ପାର୍କର ବିଭିନ୍ନ ପ୍ରକାର ଆଲୋକ ଆଉ ଗଛର ଫୋଟ ଟ୍ୱିଟ କରିଛନ୍ତି ।

ରିପୋର୍ଟ:ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here