ଲୁଦୁଲୁଦିରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

0
238

ବେଲଗୁଣ୍ଠା: ବେଲଗୁଣ୍ଠା ବ୍ଲକ, ବଡପଡ଼ା ପଞ୍ଚାୟତ ଲୁଦୁଲୁଦି ଗ୍ରାମରେ ଦୀର୍ଘଦିନ ଧରି ଗଣେଶ ପୂଜା ପାଳନ କରାଯିବା ସହ ସ୍ଥାନୀୟ କୁନିକୁନି କଳାକାର ମାନଙ୍କୁ ନେଇ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିତେନ୍ଦ୍ର ବେହେରା ସ୍ୱାଗତ ଭାଷଣ ଦେଇଥିଲା ବେଳେ ମୁଖ୍ୟ ଅତିଥି ଭାବେ ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ମୁଖ୍ୟ ବକ୍ତା ସିନେ ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ବିଜୟ କୁମାର ପାତ୍ର, ଗଞ୍ଜାମ ଲୋକ ନୃତ୍ୟ ସଙ୍ଗଠକ ତଥା ସୁପରିଚିତ କଳାକାର କାଁହୁ ଚରଣ ଷଢଙ୍ଗୀ, ଓ ଅମର କୁମାର ଷଢଙ୍ଗୀ ଙ୍କ ଉପସ୍ଥିତିରେ ସମ୍ପାଦନ ହୋଇଥିଲା। କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here