ଗଞ୍ଜାମ ଏସ.ଏସ.ଜି ଗ୍ରୁପ ମହିଳା ମାନଙ୍କ ପାଇଁ ପ୍ରତ୍ୟେକ ଗାଁ ମାନଙ୍କ ରେ ଖୋଲିବ ଉତ୍କଳ ଗ୍ରାମ୍ୟଣ ଷ୍ଟୋର

0
251

ବ୍ରହ୍ମପୁର : ଗଞ୍ଜାମ ଏସ.ଏସ.ଜି ଗ୍ରୁପ ମହିଳା ମାନଙ୍କ ପାଇଁ ପ୍ରତେକ ଗାଁ ମାନଙ୍କ ରେ ଖୋଲିବ ଉତ୍କଳ ଗ୍ରାମ୍ୟଣ ଷ୍ଟୋର ଏସ.ଏସ. ଜି ଗ୍ରୁପର ମହିଳା ମାନେ ଯେଉଁ ସବୁ ଜିନିଷ ପ୍ରସ୍ତୁତି କରିବେ ସେହି ସାମଗ୍ରୀ କୁ ଏହି ଦୋକାନ ଦ୍ୱାରା ବିକ୍ରି କରିବେ !ଯାହାଫଳରେ ସାମଗ୍ରୀ ବିକ୍ରି କରିବା ପାଇଁ କୌଣସି ବାହାରେ ସ୍ଥାନକୁ ଯିବାକୁ ପଡିବ ନାହିଁ! ସିଧାସଳଖ ଲାଭ ପାଇବେ ମହିଳା ମାନେ ଗ୍ରାମ ଅଞ୍ଚଳର ମହିଳା ମାନଙ୍କୁ ଏବଂ ବେକାରୀ ଯୁବକଙ୍କୁ ରୋଜଗାରକ୍ଷମ କରାଇବା ନେଇ ଆଗେଇ ଆସିଛି ବାଇରିସନ୍ସ ଅଗ୍ରୋ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡ୍ କମ୍ପାନୀ ! ଆଜି ବ୍ରହ୍ମପୁର ପ୍ରେମ ନଗର ସ୍ଥିତ ଜାତ୍ୟୟ ସଂଗୀତ କଳା କେନ୍ଦ୍ର ନିକଟରେ ଏକ ସାମ୍ବାଦିକ ସମିଳନୀ ରେ କହିଛନ୍ତି କମ୍ପାନୀ ପରିଚାଳକ ଶ୍ରୀ ବାକି ବଇରୀ ରେଡ଼ୀ ! ଏହି କାର୍ଯ୍ୟକ୍ରମ ପାଇଁ ଓଡିଶା ବାହାର ରାଜ୍ୟ କୌଣସି ବ୍ୟକ୍ତିଙ୍କୁ ନି୍ୟୋଜିତ ନ କରାଯାଇ ଓଡିଶା ହିଁ ଲୋକମାନେ ନିଜ ଅଞ୍ଚଳ ରେ ରହି ନିଜର ରୋଜଗାର କରିପାରିବେ ଆସନ୍ତା 20ତାରିଖ ଦିନ ନାବଡ୍ରର ଚେୟାରମ୍ୟାନ ଚିନ୍ତଲ୍ ଗଜୁଲ ଗୋବିନ୍ଦମ୍ ଭାଚୁଆଲ ମୋଡ଼ ଉଦଘାଟନ କରିବା ରହିଥିବା କମ୍ପାନୀ ପକ୍ଷରୁ ସୂଚନା ମେଳିଛି ତେବେ ଏହି ଷ୍ଟୋର ଗୁଡିକ ର ଯାହା ଲାଭ ହେବ ସେଥି ମଧ୍ୟରୁ 25 ପ୍ରତିସତ ଅର୍ଥ କମ୍ପାନୀ ନେବ କମ୍ପାନୀ ପକ୍ଷରୁ ହେଉଥିବ ଖର୍ଚ୍ଚ ବହନ ପାଇଁ ଏହି ଅର୍ଥ ନିଆଯିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି

LEAVE A REPLY

Please enter your comment!
Please enter your name here