ନୂତନ ହିତାଧିକାରୀଙ୍କୁ ଭତା ବାଣ୍ଟିଲେ ଯୁବ ନେତା ଏମ୍.ନିରଞ୍ଜନ ରେଡି

0
261

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା):ଦିଗପହଣ୍ଡି ବିଧାୟକ ତଥା ଓଡ଼ିଶା ବିଧାନସଭା ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଭିଡିଓ କନ୍ଫରେନ୍ସିଙ୍ଗ ମାଧ୍ୟମରେ ଭତା ବଣ୍ଟନ ପାଇଁ ନିର୍ଦେଶ ଦେଇଥିଲେ ,ବାଚସ୍ପତିଙ୍କ ନିର୍ଦେଶ କ୍ରମେ ତାଙ୍କ ପ୍ରିୟ ଅନୁଗତ ତଥା ବ୍ଲକ ଉପାଧକ୍ଷ୍ୟ ପ୍ରତିନିଧି ଶ୍ରୀଯୁକ୍ତ ଏମ୍. ନିରଞ୍ଜନ ରେଡି ମୋହଦୟଙ୍କ ଦ୍ଵାରା ଆଜି ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କୁସପଡା ଗ୍ରାମ ପଞ୍ଚାୟତରେ ୩୦ ଜଣ ନୂତନ ହିତାଧିକାରୀଙ୍କୁ ମଧୁବାବୁ ଏବଂ ଇନ୍ଦିରା ଗାନ୍ଧୀ ପେନସନ ଯୋଜନା ଦ୍ୱାରା ଭତା ବଣ୍ଟନ କରାଗଲା, ଏହି ଭତା ବଣ୍ଟନ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ କୁସପଡା ସରପଞ୍ଚ ପ୍ରତିନିଧି ଶ୍ରୀ ଏସ୍ .ଗାନ୍ଧୀ ଦୋରା,ନାୟବ ସରପଞ୍ଚ ଦେବ ହରି ଦୋରା,ଯୁବନେତା ବାଲାଜି ରେଡି ଓ ସନ୍ତୋଷ ଦୋରା ଉପସ୍ଥିତ ରହି ଭତା ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ କରିବା ସହ ହିତାଧିକାରୀ ମାନଙ୍କୁ ମାସ୍କ ବଣ୍ଟନ କରିଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here