ବେଆଇନ ମେଟେଲ ଚାଲାଣ ବେଳେ ଡାବୁଗାଁ ବସଷ୍ଟାଣ୍ଡ ରେ ତହସିଲଦାର ଜବତ କଲେ ୨ଟି ଟିପର

0
290

ଡାବୁଗାଁ ( ନ୍ୟୁଜ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଠାରେ ଆଜି ଗୁରୁବାର ବେଆଇନ ମେଟେଲ ଚାଲାଣ ସମୟରେ ଡାବୁଗାଁ ବସଷ୍ଟାଣ୍ଡ ନିକଟରେ ତହସିଲଦାର ସନ୍ଧ୍ୟା ସମରଥ ଜବତ କଲେ ୨ଟି ମେଟାଲ ବୋଝେଇ ଟିପର। ଦୁଇଟି ଟିପର ନଂ OD08 m 7351 ଏବଂ OD08 M 7951ସେମାନଙ୍କୁ ଫାଇନ ମଧ୍ୟ ପକା ଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯନ୍ତ ଫାଇନ ପଇସା ପଇଟ କରି ନ ଥିବାରୁ ୨ଟି ଟିପର କୁ ଡାବୁଗାଁ ଥାନାରେ ଅଟକ ରଖାଯାଇଛି । ଜବତ ସମୟରେ ସହଯୋଗ କରିଥିଲେ ଡାବୁଗାଁ ଥାନା ସବ୍ ଇନ୍ସପେକ୍ଟର ଚନ୍ଦ୍ର ଭାନୁ ମହାନ୍ତି ଓ କିଛି ପୋଲିସ କର୍ମଚାରୀ।
ରିପୋର୍ଟ୍ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here