ବଡ ଖଇରୀଖମାରେ ଅଗ୍ନିକାଣ୍ଡ, ଦୁଇ ବଖରା ନଷ୍ଟ

0
327

ବେଗୁନିଆପଡ଼ା(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା  ବେଗୁନିଆପଡ଼ା ଫାଣ୍ଡି  ଅନ୍ତର୍ଗତ ବଡ ଖଇରୀଖମା ପଞ୍ଚାୟତର ବଡଦାଣ୍ଡ ସାହିରେ ଶନିବାର ରାତ୍ର ଆଠଘଣ୍ଟ ସଗୟରେ ଉଡଙ୍କର ଅଗ୍ନିକାଣ୍ଡ ଘଟି ପୂର୍ଣଚନ୍ଦ୍ର ସାହୁଙ୍କ ଦୁଇ ବଖରା ଘର ପୋଡ଼ି ନଷ୍ଠ ହୋଇ ଯାଇଛି। ଅଗ୍ନିଶମ ବିଭାଗ ଆସିନଥିବା ବେଳେ ଗ୍ରାମବାସୀ ନିଆଁକୁ କୌଣସି ମତେ ଆୟତ୍ତ କରିଥିଲେ l ଅଗ୍ନିକାଣ୍ଡରେ ବହୁ ଆସବାବ ପତ୍ର ନଷ୍ଟ ହୋଇଥିବା ପ୍ରକାଶ l ବାରିପଟ ଚୁଲିରୁ ନିଆଁ ଲାଗିଥିବା ସନ୍ଦେହ କରାଯାଇଛି l ଅଗ୍ନିଵିପନ୍ନଙ୍କୁ ସରକାରୀ ସହାୟତା ପାଇଁ ଦାବୀ ହୋଇଛି l

ରିପୋର୍ଟ :ଭଞ୍ଜ କିଶୋର ମହାରଣା

LEAVE A REPLY

Please enter your comment!
Please enter your name here