ବେଆଇନ ବାଲି ଚାଲାଣ ବେଳେ ଟ୍ରାକ୍ଟର ଜବତ

0
299

ଆସିକା (ନ୍ୟୁଜଏକ୍ସଟ୍ରା) ବେଆଇନ ଭାବେ ବାଲିଚାଲଣ ବେଳେ ଟ୍ରାକ୍ଟର ସହିତ ବାଲି ଜବତ କଲେ ଆସିକା ତହସିଲଦାର।ଆସିକା ଅଞ୍ଚଳରେ ବାରମ୍ବାର ବାଲିଚୋରି ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ ହେଉଥିବା ବେଳେ ତହସିଲଦାର ଶ୍ରୀ ସଦାନନ୍ଦ ସେଠୀ ବିଭିନ୍ନ ସ୍ଥାନରେ ଚଢାଉ କରି ବାଲିଗାଡି ଜବତ ସହିତ ଜରିମାନା ବାବଦକୁ ୧୦,୧୦୫ ଟଙ୍କା ଆଦୟ କରିଛନ୍ତି ।

ରିପୋର୍ଟ :ଜଗନ୍ନାଥ ସାହୁ

LEAVE A REPLY

Please enter your comment!
Please enter your name here