ଆସିକାରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୫ତମ ଜନ୍ମ ଜୟନ୍ତି।

0
525

ଆସିକା (ଜଗନ୍ନାଥ ସାହୁ ) ଆସିକାରେ ପାଳିତ ହୋଇଯାଇଛି ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଜୟନ୍ତି। ବହୁ ଦଳୀୟ କର୍ମୀଙ୍କ ଉପସ୍ଥିତିରେ ଆସିକା ସାଂସଦ ପ୍ରମୀଳା ବିଷୋୟୀ,ବିଧାୟିକା ମଞ୍ଜୁଳା ସ୍ବାଇଁ ,ବ୍ଳକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ,ବିଜେଡି ଗଞ୍ଜାମ ଜୋନ ସଭାପତି ନଚିକେତା ସ୍ବାଇଁ ଜଣକ ପରେ ଜଣେ ବିଜୁ ପ୍ରତିମୃତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବିଜୁ ବାବୁଙ୍କ ସ୍ମୃତି ଚାରଣ କରିଥିଲେ। ପରେ ପରେ ଆସିକା ମେଡିକାଲ ଠାରେ ପହଁଞ୍ଚି ରୋଗୀ ମାନଙ୍କୁ ଫଳ ବଣ୍ଟାଯାଇଥିଲା।ମା ଖମ୍ବେଶ୍ବରୀ ପୀଠ ଠାରେ ଦଳୀୟ କର୍ମକର୍ତ୍ତା ମାନଙ୍କୁ ନେଇ ଏକ ବୌଠକ ମାଧ୍ୟମରେ ବିଜୁ ବାବୁଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ବିସ୍ତୁତ ଆଲୋଚନା ହୋଇଥିଲା।ଉକ୍ତ ସଭାକାର୍ଯ୍ୟ ବରିଷ୍ଠ ବିଜେଡି ନେତା ଦିଲ୍ଲିପ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ବରେ ପରିଚାଳିତ ହୋଇଥିଲା।ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ସାହିସିକତା ଓ ଜଣେ ଧୁରୀଣ ରାଜନୈତିଜ୍ଞ ସମେତ ଭାରତ ପାଇଁ ତଙ୍କରି ଅମୂଲ୍ୟ ଅବଦାନ ପାଇଁ ତାଙ୍କୁ ମରୋଣତ୍ତର ଭାବେ ଭାରତ ରତ୍ନ ପୁରସ୍କାର ପ୍ରଦାନ ପାଇଁ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଥିଲେ।ଆସିକା ସାଂସଦ ପ୍ରମୀଳା ବିଷୋୟୀ,ବିଧାୟିକା ମଞ୍ଜୁଳା ସ୍ବାଇଁ,ବ୍ଳକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ,ବ୍ଳକ ବିଜେଡି ସଭାପତି ରାଜେଶ ପଟ୍ଟ ନାୟକ,ନଗର ବିଜେଡି ସଭାପତି ସତ୍ୟନାରାୟଣ ସ୍ବାଇଁ,ସମିତି ସଭ୍ୟା ଅନୀମା ପରିଡା,ଛାତ୍ର ବିଜେଡି ସଂପାଦକ ମନୋଜ ଦୋରା,ଯୁବନେତା ଭବାନୀ ଶଙ୍କର ମଲ୍ଲିକ,ଦୀଲିପ କୁମାର ପାଣୀଗ୍ରାହୀ,ଜିଲ୍ଲା ପରିଷଦ ଶିବଶଙ୍କର ମହାନ୍ତି,ଅଜିତ ତ୍ରୀପାଠୀ,କୋକରାମ ଜେନା,ଗୌରହରି ବେହେରା,ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ କଳ୍ପନା ଭୋଳ,ବରିଷ୍ଠ ନେତା ଅଭିମନ୍ୟୁ ନାହାକ,ଅନୀଲ କୁମାର ନାୟକ,ପ୍ରମୁଖ ଉପସ୍ଥିତ ଥିଲେ ।ଆସିକା ସାଂସଦ ପ୍ରମୀଳା ବିଷୋୟୀ,ବିଧାୟିକା ମଞ୍ଜୁଳା ସ୍ବାଇଁ,ବ୍ଳକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ,ବ୍ଳକ ବିଜେଡି ସଭାପତି ରାଜେଶ ପଟ୍ଟ ନାୟକ,ନଗର ବିଜେଡି ସଭାପତି ସତ୍ୟନାରାୟଣ ସ୍ବାଇଁ,ଏମ ତାରିଣୀ ସେନାପତି,ସମିତି ସଭ୍ୟା ଅନୀମା ପରିଡା,ଛାତ୍ର ବିଜେଡି ସଂପାଦକ ମନୋଜ ଦୋରା,ଯୁବନେତା ଭବାନୀ ଶଙ୍କର ମଲ୍ଲିକ,ଦୀଲିପ କୁମାର ପାଣୀଗ୍ରାହୀ,ଜିଲ୍ଲା ପରିଷଦ ଶିବଶଙ୍କର ମହାନ୍ତି,ଅଜିତ ତ୍ରୀପାଠୀ,କୋକରାମ ଜେନା,ଗୌରହରି ବେହେରା,ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ କଳ୍ପନା ଭୋଳ,ବରିଷ୍ଠ ନେତା ଅଭିମନ୍ୟୁ ନାହାକ,ଅନୀଲ କୁମାର ନାୟକ,ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here