ଭୈରବ ମହାବିଦ୍ୟାଳୟ ଉନୟନମୂଳକ କାର୍ଯ୍ୟ ନିମନ୍ତେ ୧ କୋଟି ୯୮ ଲକ୍ଷ ଟଙ୍କା ର ଭିତିପ୍ରସ୍ତର ସ୍ଥାପନ କଲେ ଯୋଜନା ବୋର୍ଡ ଉପାଧକ୍ଷ

0
431

ଡାବୁଗାଁ(ଗଗନ ଗନ୍ତାୟତ) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହାକୁମା ସ୍ଥିତ ଭୈରବ ମହାବିଦ୍ୟାଳୟ ର ଉନୟନମୂଳକ କାର୍ଯ୍ୟ ନିମନ୍ତେ ଯୋଜନା ବୋର୍ଡ ଉପାଧକ୍ଷ ସଞ୍ଜୟ ଦାସ ବର୍ମା ଙ୍କ ଦ୍ଵାରା ୧ କୋଟି ୯୮ ଲକ୍ଷ ଟଙ୍କାର ଶୁକ୍ରବାର ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଭିତିପ୍ରସ୍ତର ସ୍ଥାପନ ସମୟରେ ନବରଙ୍ଗପୁର ଜିଲା ସାଂସଦ ରମେଶ ଚନ୍ଦ୍ର ମାଝି , ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , ଜିଲା ବିଜେଡି ସଭାପତି ଅର୍ଜୁନ ତ୍ରିପାଠୀ, ଡାବୁଗାଁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଧାୟକ ପ୍ରତିନିଧି ଏମ. ବୁଲୁ ରାଓ , ଡାବୁଗାଁ ତହସିଲଦାର ସନ୍ଧ୍ୟା ସମରଥ , ଭୈରବ ମହାବିଦ୍ୟାଳୟ +୩ ଅଧ୍ୟକ୍ଷ ଶଙ୍କର ଗାନ୍ତାୟତ ଓ ଗ୍ରାମ୍ୟ ଉନୟମ ସଂସ୍ଥା (ଆର.ଡି ) ର କର୍ମକର୍ତା ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here