ତୃତୀୟ ଓ ପଞ୍ଚମ ବୃତ୍ତି ପରୀକ୍ଷା ଫଳ ପ୍ରକାଶ

0
382

ବୁଗୁଡା(ଅନିଲ କୁମାର ମହାରଣା) ତୃତୀୟ ଶ୍ରେଣୀ ଓ ପଞ୍ଚମ ଶ୍ରେଣୀ ର ୨୦୧୯-୨୦ ବୃତ୍ତି ପରୀକ୍ଷା ଫଳ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ନୀଳମାଧବ ଷଡଙ୍ଗୀ, ପତ୍ର ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟକୁ ପ୍ରେରଣ କରିଥିବା ଜଣାପଡିଛି। ବିଇଓଙ୍କ ପତ୍ର ପ୍ରକାରେ ତୃତୀୟ ଶ୍ରେଣୀ ମେଧାବୃତ୍ତି ପାଇଥିବା ଶିକ୍ଷାର୍ଥୀମାନେ ହେଲେ ୧- ତେଜସ୍ୱିନୀ ଖଡଙ୍ଗା, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବୁଗୁଡା ୨- ମଧୁସ୍ମିତା ସାହୁ, ବିରଞ୍ଚିନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ, ବୁଗୁଡା ୩- ସନ୍ଦୀପ କୁମାର ସାହୁ, ପ୍ରାଥମିକ ବିଦ୍ୟାଳୟ, ସୋରଡ଼ ୪- ଶ୍ରୀକୃଷ୍ଣ ଜେନା, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବୁଗୁଡା, ୫- ଶୁଭମ୍ କୁମାର ପାତ୍ର, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବୁଗୁଡା ୬- ଶାନ୍ତିଲତା ଜେନା, ପ୍ରାଥମିକ ବିଦ୍ୟାଳୟ, ଜି ନୂଆଁସାହି ୭- ମନୀଷା ରାଣୀ ପ୍ରଧାନ, ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ମୋଟବାଡ଼ି । ସେହିପରି ତୃତୀୟ ଶ୍ରେଣୀ ଗରିବ ଛାତ୍ର ମେଧାବୃତ୍ତି ପାଇଥିବା ଶିକ୍ଷାର୍ଥୀ ମାନେ ହେଲେ ୧- ସ୍ମୃତି ପ୍ରିୟା ନାୟକ, ଅରବିନ୍ଦ ଶିକ୍ଷା କେନ୍ଦ୍ର, ବାଲିପଦର, ୨- କାହ୍ନୁ ଗୌଡ଼, ଏସ.ଏ.ବିଦ୍ୟାପୀଠ, ବି.କରଡ଼ାବାଡ଼ି, ୩- ଅଙ୍କିତା ନାୟକ, ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ମୋଟାବାଡ଼ି, ୪- ଗୌରବ ଗୌଡ଼, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବୁଗୁଡା, ୫- ହିତାର୍ଥୀ ପ୍ରଧାନ, ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ମୋଟାବାଡ଼ି, ୬- ପ୍ରଦୀପ କୁମାର ଗୌଡ଼, ଉନ୍ନୀତ ଉଚ୍ଚ ବିଦ୍ୟାଳୟ,କରସିଙ୍ଗି, ୭- ଅମ୍ରିତା ପ୍ରିୟଦର୍ଶନୀ ଦାଶ, ନିଉ ଏରା ପବ୍ଲିକ ସ୍କୁଲ, ବୁଗୁଡା ।
ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପାଇଥିବା ଶିକ୍ଷାର୍ଥୀ ମାନେ ହେଲେ ୧- ଅମିତ କୁମାର ସାସମଲ, ମା ସରସ୍ୱତୀ ଶିଶୁ ମନ୍ଦିର, କଳମ୍ଵ ୨- ତନ୍ମୟ କୁମାର ସ୍ୱାଇଁ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବୁଗୁଡା, ୩- ପ୍ରିୟଙ୍କା ପ୍ରଧାନ,ୟୁ.ପି. ସ୍କୁଲ, କରଚୁଲି, ୪- ଶ୍ରବଣ କୁମାର ବିଷୋୟୀ,ୟୁ.ପି. ସ୍କୁଲ, ମହୁଳପଲ୍ଲୀ, ୫- ସୌମ୍ୟଶ୍ରୀ ସୁଧାଶିଷ ପାତ୍ର, ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, ମାଣିତରା, ୬- ଟି. କୀର୍ତ୍ତିମାନ ପାତ୍ର, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ,ବୁଗୁଡା, ୭- ସ୍ବୟଂ ପ୍ରସାଦ ବଡୁ, ମା ସରସ୍ଵତୀ ଶିଶୁ ମନ୍ଦିର, କଳମ୍ବ । ସେହିପରି ଗରିବ ଛାତ୍ର ମେଧାବୃତ୍ତି ପାଇଥିବା ଶିକ୍ଷାର୍ଥୀ ମାନେ ହେଲେ ୧- ପୂଜା ନାୟକ, ୟୁ.ଜି. ହାଇ ସ୍କୁଲ, କରସିଙ୍ଗି, ୨- ମନୀଷା ପ୍ରଧାନ, ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ମୋଟାବାଡ଼ି, ୩- ସଂଗ୍ରାମ କେଶରୀ ପାତ୍ର, ଅରବିନ୍ଦ ଶିକ୍ଷା କେନ୍ଦ୍ର, ବୁଗୁଡା, ୪- ଅମୃତମୟୀ ମିଶ୍ର, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବୁଗୁଡା, ୫- ପ୍ରକୃତି ପ୍ରଧାନ, ନୋଡାଲ ୟୁ.ପି. ସ୍କୁଲ, ବାଲିପଦର, ୬- ଶୁଭଶ୍ମିତା ବେହେରା, ମା ସରସ୍ଵତୀ ବିଦ୍ୟା ମନ୍ଦିର, ମାଣିତରା, ୭- ଦୀପକ କୁମାର ବେହେରା, ମା ସରସ୍ଵତୀ ବିଦ୍ୟା ମନ୍ଦିର, ମାଣିତରା। ବିଇଓ ଶ୍ରୀ ଷଡଙ୍ଗୀ, ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଓ ପିତାମ୍ବର ବିଷୋୟୀ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here