ବେଆଇନ ବାଲି ଚାଲାଣ ଅଭିଯୋଗରେ ଜୋରିମାନା ଆଦାୟ

0
459

ଆସିକା(ଜଗନ୍ନାଥ ସାହୁ) ଆସ୍କା ତହସିଲ ଅନ୍ତର୍ଗତ ବଡ଼ ନଦୀରୁ ବେଆଇନ ବାଲି ଚାଲାଣ ଅଭିଯୋଗରେ ଆସିକା ତହସିଲଦାର ସଦାନନ୍ଦ ସେଠି ଏକ ଟ୍ରାକ୍ଟର ଓଡି 07ଏସ 0587 ଗାଡି କୁ ଅଟକ ରଖିବା ସହ 10000 ଟଙ୍କା ଜୋରିମାନା କରିଛନ୍ତି |ସୂଚନା ଅନୁଯାୟୀ ଆଜି ସକାଳ 5 ଟା ସମୟରେ ତହସିଲଦାର ଏବଂ ଟିମ ତଦାରଖ କରୁଥିବା ସମୟରେ ଏକ ବେଆଇନ ବାଲି ଚାଲାଣ ହେଉଥିବା ଟ୍ରାକଟର କୁ ଅଟକାଇ ତହସିଲ କାର୍ଯ୍ୟାଳୟ କୁ ନେଇ ରଖିବା ସହ ମାଲିକ କୁ ଜୋରିମାନା ହୋଇଥିବା ସୂଚନା ମିଳିଛି |

LEAVE A REPLY

Please enter your comment!
Please enter your name here