ସି ଏସ୍ ସି ଏକାଡେମୀ ପକ୍ଷରୁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ର ଆରପିଏଲ ପରୀକ୍ଷା ଶିବିର ଅନୁଷ୍ଠିତ

0
300

ବ୍ରହ୍ମପୁର() ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଶିବିର
ବ୍ରହ୍ମପୁର ଭାବନଗର ସ୍ଥିତ ସି.ଏସ୍.ସି ଏକାଡେମୀ ପକ୍ଷରୁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ଆରପିଏଲ ପରୀକ୍ଷା ଶିବିର ଅନୁଷ୍ଠିତ ହଇଯାଇଛି । ପୂର୍ବରୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଏଇଥିଲା । ତାଲିମ ପରେ ପରୀକ୍ଷା ର ମୂଲ୍ୟାୟନ କୋରାଯାଇଥିଲା। ଏହି ଶିବିରରେ ଚାଳିସ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ସି.ଏସ୍.ସି ଏକାଡାମୀ ର ମୁଖ୍ୟ ପରିଚାଳକ ଗୋପାଳ କୃଷ୍ଣ ପଟନାୟକ ଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ହୋଏଇଥିଲା । ସି ଏସ୍ ସି ଏଡ଼ିମ ସାଗର ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here