ଡି.ଆର.ଡି.ଏ ପ୍ରକଳ୍ପ ନିର୍ଦେଶକଙ୍କ ବେଗୁନିଆପଡା ବ୍ଲକ ଗ୍ରସ୍ତ, ସୁମଣ୍ଡଳ ପଂଚାୟତରେ ସମୀକ୍ଷା

0
263

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଆଜି ଗଂଜାମ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତ୍ତ।ତ୍ରୟ ଭାଉ ସାହେବ ବେଗୁନିଆ ପଡା ବ୍ଲକ ଗ୍ରସ୍ତ କରିବା ସହ ସୁମଣ୍ଡଳ ପଂଚାୟତକୁ ଗ୍ରସ୍ତ କରି ସେଠାରେ ସମୀକ୍ଷା କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ଏହା ସହିତ ସେ ସେଠାରେ ଥିବା କିଚେନ ଗାର୍ଡେନକୁ ବୁଲି ଦେଖି ପରେ ଏକ ପୋଖରୀରେ ମାଛ ଚାଷ ଦେଖିଥିଲେ। ଏହି କାର୍ଯ୍ୟକ୍ରମରେ ବେଗୁନିଆ ପଡା ବିଡ଼ିଓ ବେଦବର ପ୍ରଧାନ, ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡା, ଜି.ପି.ଇ.ଓ ଅଶୋକ ଜେନା, ସୁମଣ୍ଡଳ ପଂଚାୟତ ସରପଞ୍ଚ ସନ୍ତୋସିନୀ ସାହୁ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here