୨୬ ଲିଟର ମଦ ଜବତ ଜଣେ ଗିରଫ

0
314

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ହିଞ୍ଜିଳି ଥାନା ଅଞ୍ଚଳ ରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରା ମଦ କରବାର l ଯାହାକୁ ରୋକିବାକୁ ଅଣ୍ଟା ଭିଡିଛି ହିଞ୍ଜିଳି ପୋଲିସ l ଗତ କିଛି ଦିନ ତଳେ ହିଞ୍ଜିଳି ପୋଲିସ ବିପୁଳ ପରିମାଣର ମଦ ଜବତ କରିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଙ୍ଗ ସମୟରେ ଦୁର୍ବନ୍ଧ ଗ୍ରାମରୁ 26 ଲିଟର ବିଦେଶୀ ମଦ ଜବତ କରିବା ସହ ହିଞ୍ଜିଳି ଥାନା ରେ କେସ ନଂ 428/20ରେ ଏକ ମାମଲା ରୁଜୁ କରି ନରହରି ବେହେରା ଙ୍କୁ ହିଞ୍ଜିଳି ପୋଲିସ ଗିରଫ କରିଥିବା ହିଞ୍ଜିଳି ଥାନା ସୂତ୍ର ରୁ ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here