ଜୁଆ ଆଡା ରେ ଚଢ଼ାଉ ; ୧୦ ଗିରଫ

0
349

ଧରାକୋଟ(ନ୍ୟୁଜ ଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଧିନ ବାରିଗୁଡା ଓ ଜାହାଡ଼ା ଗ୍ରାମ ନିକଟରେ ଜୁଆ ଖେଳ ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଧରାକୋଟ ପୋଲିସ ଦୁଇଟି ଯାକ ଜାଗାରେ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଉଭୟ ସ୍ଥାନରୁ ପୋଲିସ ୧୦ ଜଣ ଜୁଆଡି ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୨୦୪୬୦ ଟଙ୍କା ଜବତ କରାଯାଇଛି

LEAVE A REPLY

Please enter your comment!
Please enter your name here