ଚିରିକିପଡା ଗଣ୍ଡଗୋଳ : ଆଉ ୨ ଜଣ ଗିରଫ

0
335

ବୁଗୁଡା(ଅନିଲ କୁମାର ମହାରଣା) ଗତ ସେପ୍ଟେମ୍ବର ୧୮ ତାରିଖ ଦିନ ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମ ପଞ୍ଚାୟତର ଚିରିକିପଡା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ୧୯ ତାରିଖ ଦିନ ୨୭୦/୨୦ ଓ ୨୭୧/୨୦ ପ୍ରକାରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ଅକ୍ଟୋବର ୨୨ ତାରିଖରେ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗତ ସେପ୍ଟେମ୍ବର ୨୫ ତାରିଖରେ ଚିତ୍ତରଞ୍ଜନ ପ୍ରଧାନ ଓ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ ହୋଇଥିବା ବେଳେ ଆଜି ଗୁରୁବାର ଦିନ କେଶ ନଂ ୨୭୦ ପ୍ରକାରେ ଗୋପବନ୍ଧୁ ବେହେରା ଓ ପ୍ରଭାକର ବେହେରାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here