ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ଶେରଗଡ଼ ତହସିଲ ପରିଦର୍ଶନ ; ବାର୍ଷିକ କାର୍ଯ୍ୟ ସମୀକ୍ଷା

0
354

ଭଞ୍ଜନଗର/ଶେରଗଡ଼(ନିଲୁ ବିଷୋୟୀ) ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଗୁରୁବାର ଉପଖଣ୍ଡର ଶେରଗଡ଼ ତହସିଲ କାର୍ଯ୍ୟାଳୟ ପରିଦର୍ଶନରେ ଆସି ବାର୍ଷିକ ସମୀକ୍ଷା କରିଛନ୍ତି । ଏଥି ସହିତ ୨୭ଜଣଙ୍କୁ ପଟ୍ଟ। ବଣ୍ଟନ କରିଛନ୍ତି। ଶେରଗଡ଼ ତହସିଲର ସମସ୍ତ ୯ଟି ଯାକ ଆର୍ ଆଇ ସର୍କଲର ଆର୍ ଆଇ ମାନଙ୍କୁ ରାଜସ୍ବ ଆଦାୟ କୁ ଗୁରୁତ୍ୱ ଦେବା ସହ ବେଆଇନ ବାଲି ,ମୋରମ,ପଥର ଯେପରି ଚୋରା ଚାଲାଣ ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ।ଉପଜିଲ୍ଲାପାଳ ଙ୍କ ଏହି ଗ୍ରସ୍ତ ସମୟରେ ତହସିଲଦାର ଡ଼. ଦୟାସିନ୍ଧୁ ପରିଡା , ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here