ଜିଲ୍ଲାପାଳ ଙ୍କ ଭଞ୍ଜନଗର ଗସ୍ତ

0
659

ଭଞ୍ଜନଗର (ନିଲୁ ବିଷୋୟୀ) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ସକାଳ ସମୟରେ ଭଞ୍ଜନଗର ଗ୍ରସ୍ତରେ ଆସି ଏନ.ଏ. ସି ଦ୍ୱାରା ଫିଶେରି ନିକଟରେ ନିର୍ମାଣଧୀନ ବଜ୍ୟ ବସ୍ତୁ ପ୍ଲାଣ୍ଟ କାମର ପରିଦର୍ଶନ କରିବା ସହିତ ସମୀକ୍ଷା କରିଛନ୍ତି । ସେହିପରି ବସଷ୍ଟାଣ୍ଡ ନିକଟରେ ଥିବା କିଛି ଦୋକାନ ବୁଲି ଦେଖିବା ସହ ଦୋକାନୀ ଙ୍କୁ ଅଳିଆ ଆବର୍ଜନା ଏଣେ ତେଣେ ନ ପକାଇବାକୁ ତାଗିଦ କରିବା ସହ ମାସ୍କ ବ୍ୟବହାର କରିବାକୁ କହିଥିଲେ। ଜିଲ୍ଲାପାଳ ଙ୍କ ଏହି ଗ୍ରସ୍ତ ସମୟରେ ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ , ତହସିଲଦାର ଆଲୋକ କୁମାର ପ୍ରଧାନ,ବିଡ଼ିଓ ଅନିଲ କୁମାର ସେଠୀ,ଏନ.ଏ. ସି କାଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here