ଜୁଆ ଆଡା ଉପରେ ପୋଲିସ ଚଢ଼ାଉ ; ୭ ଗିରଫ

0
611

ଭଞ୍ଜନଗର/ସୋରଡା(ନିଲୁ ବିଶୋଇ) ଗଞ୍ଜାମ ଜିଲ୍ଲା ସୋରଡା ଥାନା ଇଲାକାର NAC ନିକଟରେ ଚାଲିଥିବା ଏକ ଜୁଆ ଆଡା ଉପରେ କୌଣସି ସୂତ୍ରରୁ ଖବର ପାଇ ସୋରଡା ପୋଲିସ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୧୮୪୮୦ ଟଙ୍କା ଜବତ କରାଯିବା ସହ ୭ ଜଣ ଜୁଆଡି ଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here