ବେଗୁନିଆପଡା ଅଞ୍ଚଳରେ ଠାରେ ସାପ ଆତଙ୍କ

0
463

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା)ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରଜାତିର ଛୋଟ ବଡ଼ ସାପ ବୁଲୁଥିବା ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି l ବ୍ଲକ କାର୍ଯ୍ୟାଳୟ ସମେତ ସ୍କୁଲ କଲେଜ, ସ୍ୱାସ୍ଥ୍ୟକେନ୍ଦ୍ର ପରିସର ଏବଂ ଅନ୍ୟାନ୍ୟ ସ୍ଥାନରେ ବିଷାକ୍ତ ସାପ ବୁଲୁଥିବାରୁ ଜନସାଧାରଣ ପ୍ରମାଦ ଗଣିବା ଆରମ୍ଭ କଲେଣି l ତେଣୁ ଏହାର ପ୍ରତିକାର ବ୍ୟବସ୍ଥା ନକଲେ ‘କାହାର ଜୀବନ କେତେବେଳେ ସାପ କାମୁଡ଼ାରେ ଚାଲିଯିବ’ ବୋଲି ଚର୍ଚ୍ଚା ହେଉଛି l  ପ୍ରଶାସନ ଏ ଦିଗରେ ଧ୍ୟାନ ଦେବାକୁ ଦାବୀ ହୋଇଛି l 

LEAVE A REPLY

Please enter your comment!
Please enter your name here