କୋଭିଡ଼ ଯୋଦ୍ଧାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

0
293

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ଗଜପତି ଜିଲ୍ଲା ଗୋଷାଣି ବ୍ଲକର କାର୍ଯରତ ଏ ବି ଡି ଓ ଦିବଙ୍ଗତ୍ କୋରନା ଯୋଦ୍ଧା ଅଭିମନ୍ୟୁ ସାହୁଙ୍କ ଦ୍ଵାଦଶତମ ଦିବସ।ଏହି ଅବସରରେ ବହୁ ମାନିୟୋ ଗଣ ଯୋଗ ଦେଇ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ।
ଗୋଦାବରୀ ସାହୁ ଓ ମାତା ସ୍ବର୍ଗତ ସାବିତ୍ରୀ ସାହୁଙ୍କ ଔରଷରୁ 20-5-1964 ମସିହାରେ ଚକାପାଦ ଟାରେ ଜନ୍ମ ଗ୍ରହଣ କରିଥିଲେ। ଚକାପାଦରୁ ଗ୍ରାମସେବକରୁ ନୀଜ କର୍ମମୟ ଜୀଵନ ଆରମ୍ଭ ଦାରିଙ୍ଗବାଡି,ମାଥିଲି,ଧାରକୋଟ୍,ବେଗୁନିଆପ୍ଡ଼ା ,ସୋରୋଡା ଆଦି ଅଞ୍ଚଳରେ ସୁଚାର ରୂପେ କାର୍ଯ୍ୟ ତୁଳାଇ ଲୋକଙ୍କ ପ୍ରିୟ ପାତ୍ର ହୋଇ ପଦ୍ଦ୍ନତି ପାଈ ଗୋଜପତୀ ଜିଲ୍ଲା ଘୋଷାଣୀ ବ୍ଳୋକରେ ଏ ବି ଡି ଓ ରୁପେ ଦକ୍ଷତାର ସହିତ କାର୍ଯ୍ୟ ପରିଚଳନା କରି ଓ ମହାମାରୀ କୋରନାର ମୁକାବିଲା କରି ନିଜେ କୋରାନାରେ ପିଡ଼ୀତ ହେଲେ।ଏବଂ ଚିକିତ୍ସାଦୀନ ଅବସ୍ତାରେ ଗତ 9-9-2020 ରେ ସ୍ଵର୍ଗ ହାରଣ କଲେ।ଏହି ଅକାଳ ବିୟୋଗରେ ଘୋଷାଣୀ ବ୍ଳୋକ ସମେତ ଚକାପାଦ ଓ ଶ୍ଵଶୁର ଘର ବ୍ରହ୍ମପୁରରେ ଶୋକର ଛାୟା ଖେଳିଯାଇଥିଲା ।ଆଜି ତାଙ୍କରି ଦ୍ବାଦଶ ଦିବସ ଅବସରରେ ବିବିଧ ସମ୍ବାଦ ପତ୍ରିକାର ସମ୍ପାଦକ ତଥା ଆଈନଜୀଵି
ଗୌରାଙ୍ଗ ଚୌଧୁରୀ,ବରୀଷ୍ଠ ଶିଖ୍ୟାବୀତ ପ୍ରଶାନ୍ତ ଦାସ,ସାମ୍ବାଦିକ ତଥା ସମାଜସେବୀ ଅନିଲ କୁମାର ଚୌଧୁରୀ,ରଞ୍ଜନ କୁମାର ସାହୁ,ପବିତ୍ର ମାହାନ୍ତି,ଚତୁରାନନ୍ ସାମଲ ,ସୁଷାନ୍ତ ସାହୁଙ୍କ ସମେତ ପରିବାରର ସମସ୍ତ ସଦସ୍ୟଙ୍କ ସହ ଟୀମ ଜେ ସି ସି ସଦସ୍ଯ ମାନେ ଉପସ୍ତିତ ରହି ସମସ୍ତ କାର୍ଯ୍ୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here