ଅଜଣା ବ୍ୟକ୍ତିର ଗଳିତ ଶବ ଉଦ୍ଧାର

0
689

ଭଞ୍ଜନଗର(ନିଲୁ ବିଷୋୟୀ) ଭଞ୍ଜନଗର ଲଣ୍ଡେଇ ସାହି କର୍ପୋରେସନ ନିକଟରେ ଥିବା ବିଛୁଆତି ନିକଟସ୍ଥ ଏକ ବୁଦା ମୂଳରୁ ଆଜି ଜଣେ ଯୁବକର ଗଳିତ ଶବ କୁ ଭଞ୍ଜନଗର ପୋଲିସ ଉଦ୍ଧାର କରିଛି।ଘଟଣା ରୁ ଜଣାପଡୁଛି ଯେ ଗତ କିଛି ଦିନ ତଳେ ଉକ୍ତ ଯୁବକର ମୃତ୍ୟୁ ଘଟିଥିବାରୁ କୌଣସି କାରଣରୁ ତାର ଶରୀରର ବିଭିନ୍ନ ଅଂଶ ପଚିସଢୀ ନଷ୍ଟ ହୋଇଯାଇଛି। ଫଳରେ ପୋଲିସ କୁ ଶବ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଛି।ଖବର ଲେଖାହେବା ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ପତ୍ର ମିଳିନଥିବା ବେଳେ ପୋଲିସ ୫୯/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇ ଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here