କୋଭିଡ ଯୋଦ୍ଧା ସମ୍ବର୍ଦ୍ଧିତ

0
305

କୁକୁଡାଖଣ୍ଡି(ନ୍ୟୁଜଏକ୍ସଟ୍ରା) ହୃଷିକେଶ ପାଢୀ ଫାଉଣ୍ଡେସନ ମୁମ୍ବାଇ ପଷରୁ କୁକୁଡାଖଣ୍ଡି ବ୍ଲକର ଦୁଇ ଜଣ କରୋନା ଯୋଦ୍ଧା କୁଂ ସମ୍ବଦ୍ଧିତ କରାଯାଇଛି।କରୋନା ମହାମାରୀ ସମୟରେ କାଯ୍ୟଦଷତା ପାଇଁ କୁକୁଡାଖଣ୍ଡିର ହିମାଂଶୁ ଶେଖର ପାଢୀ ,ନୃସିଂହ ନାଥ ସାବତ କୁଂ ମାନପତ୍ର ସହ ସମ୍ବଦ୍ଧିତ କରାଯାଇଛି।ଫାଉଣ୍ଡେସନର କେନ୍ଦ୍ରୀୟ ଚଳଚିତ୍ର ପ୍ରମାଣନ ବୋଡ ସଦସ୍ୟ ଶ୍ରୀକାନ୍ତ ପାଢୀ,ପୂବତନ ବରିଷ୍ଟ ଭେଷଜ ବିଷେଷଞ ଡ.ମିହିରକାନ୍ତ ପାଣିଗ୍ରାହୀ,ଖେମୁଣ୍ଡି ଓକିଲ ସଂଘ ଅଧଷ ପରେଶ ଚନ୍ଦ୍ର ରଥ ,ରମାକାନ୍ତ ରଥ ପ୍ରମୁଖ ଉପସ୍ଥିତ ରହି ସମ୍ନାନିତ କରିଥିଲେ।

LEAVE A REPLY

Please enter your comment!
Please enter your name here