ରାଜ୍ୟରେ ଆଜି ୫୨୭ ଆକ୍ରାନ୍ତ ଚିହ୍ନଟ

0
315

ଭୁବନେଶ୍ୱର:ଆଜି ରାଜ୍ୟରେ ୫୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହି ମଧ୍ୟରୁ ୩୩୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ଆଉ ୧୮୯ ହେଉଛନ୍ତି ସ୍ଥାନୀୟ ବାସିନ୍ଦା ।

୫୨୭ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ୧, ବାଲେଶ୍ୱର ୨୬, ବରଗଡ଼ ୧, ଭଦ୍ରକ ୨, ବଲାଙ୍ଗୀର ୨୧, କଟକ ୧୭, ଢେଙ୍କାନାଳ ୧, ଗଜପତି ୩, ଜଗତ‌ସିଂହପୁର ୪, ଯାଜପୁର ୨୫, ଝାରସୁଗୁଡ଼ା ୪, କେନ୍ଦ୍ରାପଡ଼ା ୫, କେନ୍ଦୁଝର ୭, ଖୋର୍ଦ୍ଧା ୫୦, କୋରାପୁଟ ୬, ମାଲକାନଗିରି ୩, ମୟୂରଭଞ୍ଜ ୧୦, ନବରଙ୍ଗପୁର ୩, ନୟାଗଡ଼ ୧୮, ନୂଆପଡ଼ା ୪, ପୁରୀ ୧୬, ରାୟଗଡ଼ା ୧, ସମମ୍ବଲପୁର ୧, ସୋନପୁର ୫, ସୁନ୍ଦରଗଡ଼ ୭୮ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here