ସଂଘରୋଧ କେନ୍ଦ୍ରରେ ଶାରୀରିକ ସୁସ୍ଥତା ଶିବିର

0
329

ଗଞ୍ଜାମ(ରଶ୍ମିତା ପାଣିଗ୍ରାହୀ):ଗଞ୍ଜାମର ଛାଟାମଣ୍ଡାଲି ଗ୍ରାମ ଏବଂ ଭୀମ ପୁର ପଞ୍ଚାୟତର ସଂଘରୋଧ କେନ୍ଦ୍ରରେ ଶାରୀରିକ ସୁସ୍ଥତା ଶିବିର ଅନୁଷ୍ଠିତ।
କାରାଟେ ମାଷ୍ଟର ପ୍ରମୋଦ ରାଉଲା ଯିଏ ଜଣେ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ ଏବଂ ମାର୍ଶଲ ଆର୍ଟ ମାଧ୍ୟମରେ ଶାରୀରିକ ସୁସ୍ଥତା ତାଲିମ ଦେଇଥିଲେ। ଏଥିରେ ୬୦ ରୁ ଅଧିକ ଲୋକ ସକ୍ରିୟ ଅଂଶଗ୍ରହଣ କରିଛନ୍ତି। ସବ୍ କଲେକ୍ଟର ଗଞ୍ଜାମ, ବିଡିଓ ପୁରୋସୋତ୍ତୋମପୁର ଓ ସରପଞ୍ଚ ଦ୍ୱାରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here